Login Register
G
SM JADINGI banner
SM JADINGI

SM JADINGI

@UC38fbOhGaVOnOZIlyZf9C1w - 6.1K subscribers

ସର୍ବ ପ୍ରଥମେ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ପ୍ରେମର ନମସ୍କାର ଜଣାଏ। ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ଅଞ୍ଚଳରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା:- ବିଭିନ୍ନ ଖ୍ରୀଷ୍ଟ ଧର୍ମ ମଣ୍ଡଳୀର ପର୍ବ ପର୍ବାଣୀ, ବିବାହ, ବ୍ରତ, ଜନ୍ମ ବାର୍ଷିକୀ, ମୃତ୍ୟୁ ଘଟଣା, ମୃତ୍ୟୁ ବାର୍ଷିକୀ, ମାନସିକ, ଧନ୍ୟବାଦ ଅର୍ପଣ ପ୍ରାର୍ଥନା, ଦିବ୍ୟଯଜ୍ଞ, ଗୀତ ଓ ଭିଡିଓ ସ୍ୱତନ୍ତ୍ର ଭାବେ ପ୍ରଭୁଙ୍କର ମହିମା ନିମନ୍ତେ ତାହା ଏହି Channel ରେ Live Video Upload କରୁଅଛୁ। ଯଦି ଭିଡ଼ିଓ ଟି ଭଲ ଲାଗେ ତେବେ **SM JADINGI PRESENT** Channel ଟି Like କରି Comment, Share & Subscriber କରନ୍ତୁ। ନୁଆଁ Video Notification ପାଇବା ପର୍ଯ୍ୟନ୍ତ 🔔 (Bell) Icon କୁ All ଉପରେ ସେଟ୍ କରି ରଖନ୍ତୁ, ଯଦ୍ୱାରା ଆପଣ ପ୍ରଥମେ ଦେଖି ପାରିବେ, ଧନ୍ୟବାଦ। MR. SONATANO MAJHI (V.C) AT: JADINGI, PO: KATAMA, DIST: GAJAPATI. Contact : Contact - 9437201291. youtube.com/@smjadingipresent143 #Jadingiliveprogram #Jadingicreation #Sanatanamusic #sanatanavideo #Sanatanamajhi #Hollymassoffeast #Marraigeprogram #Birthdayfunction #Farewellprogram #Sm jadingi #smmusic #smChristiansong #smmusicofficial #sm jadingipresent