Login Register
G
HEMANAND STUDIO KBR banner
HEMANAND STUDIO KBR

HEMANAND STUDIO KBR

@UC5KhrrOLS0KTnusLLoj_b5Q - 73.1K subscribers

ଜୟ ମାଁ କାଳିକେଶ୍ଵରୀ , ଜୟ କୋଶଲ ! ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ସ୍ୱାଗତ କରୁଛୁଁ ଆମର HEMANAND STUDIO KBR ୟୁ ଟ୍ୟୁବ ଚେନାଲ କେ ! ଆମେ ସବୁବେଳେ ଚେଷ୍ଟା କରୁଛୁଁ ଆପଣ ମାନଙ୍କୁ ମନୋରଞ୍ଜନ କରବାର ଲାଗି ! ଆପଣ ମାନେ ଆମର ଇ ଚେନାଲ ମାଧ୍ୟମ ରେ କୋଶଲ ମାଟିର ଗୀତ ବାଦ୍ୟ ତଥା , ଦଣ୍ଡ କଳା, ନାମ ସଂକୀର୍ତନ୍ୟ, ପାଲା, ନାଟକ ଇତ୍ୟାଦି ଦେଖବାକୁ ପାଇବେ ! ଆମର କୋଶଲ ମାଟିର କଳା ସବୁବେଳେ ଏନ୍ତା ବଞ୍ଚି ରହୁ ଉନ୍ନତି ହଉ ବିକାଶ ହଉ ବୋଲି ଆମର ଗୁଟେ ଛୋଟ ପ୍ରୟାସ ଜାରି ରଖୁଛୁଁ 🙏🙏🙏🙏🙏 ଚେନାଲ କେ SUBSCRIBE କରୁନ ,LIKE କରୁନ ଆଉ COMMENT କରବାର ଟା ନାଇଁ ଭୁଲବେ 🙏 ❤ ଧନ୍ୟବାଦ ❤