Login Register
G
Live with BIBLE @Amos Rath banner
Live with BIBLE @Amos Rath

Live with BIBLE @Amos Rath

@UC6RUJxrykfDEZWFJmWN5nXQ - 3.7K subscribers

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ନମସ୍କାର । ଆପଣ ମାନଙ୍କୁ ଏହି Live with BIBLE @Amos Rath ଚ୍ୟାନେଲ ରେ ସ୍ବାଗତ କରୁଛି । ଏହିଠାରେ ଆପଣ ମାନଙ୍କ ନିମନ୍ତେ Christian Activities... ଉଦାହରଣ ସ୍ବରୂପ Christian Song, Christian Message, Christian Dance, Sunday School Childrens Activities, J.E.L.C Hymn, Revival Meeting, Church Service, Birthday Celebration, Youth Program, Stree Samaj Program, Baptism Program, Christian Marriage Program, Skit, World Sunday School Program, Praise & Worship Song, Koraputia Christian Song & Dance, Bible Quize, Dhemsa Dance, Spiritual Activity, Bible Quotes, Christmas Program & International Women's Day... ଇତ୍ୟାଦି ଇତ୍ୟାଦି ଆପଣମାନେ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଖିବା ପାଇଁ ହେଲେ ଏହି YouTube channel କୁ Like, Share & Subscribe କରିବା ପାଇଁ ଅନୁରୋଧ କରେ! ଆପଣମାନେ ସହଯୋଗ କରିବେ ବୋଲି ଆଶାକରେ! ଧନ୍ୟବାଦ 🙏🏻