Login Register
G
Dear Ramesh Sir banner
Dear Ramesh Sir

Dear Ramesh Sir

@UC7HZb3eeJVS-H7h9G6JM6dQ - 165K subscribers

This Channel is managed by RK Media MCN network. For more details contact [email protected] Navodaya, OAVS, BRUTI Online Class Welcome to Dear Ramesh Sir YouTube Channel. Dear Ramesh Sir is an educational YouTube channel by Ramesh Sir. Dear Ramesh Sir YouTube ଚ୍ୟାନେଲ ଟି ଓଡ଼ିଶାର ପିଲାମାନଙ୍କ ପାଇଁ ଖୋଲାଯାଇଛି | ଏହି ଚ୍ୟାନେଲ ମାଧ୍ୟମରେ ପିଲାମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ସହ ନୁଆଁ ନୁଆଁ ବିଷୟ ଉପରେ ଶିଖାଯିବ | ସବୁଦିନ କିଛି କିଛି ନୁଆଁ ଶିଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲ ସହ ଯୋଡି ହୋଇ ରୁହନ୍ତୁ | ସହଜରେ ଏବଂ ସମ୍ପୁର୍ଣ୍ଣ ଭାବେ ପିଲାମାନଙ୍କୁ ଶିଖେଇବା ଆମର ମୂଳ ଉଦ୍ଦେଶ୍ୟ | ପିଲାଙ୍କ ବିଷୟଗତ ସମସ୍ୟା ର ସମାଧାନ କରିବା ସହ ଶିକ୍ଷଣରେ ଥିବା ସମସ୍ୟା ଉପରେ ମଧ୍ୟ ଆମ ଚ୍ୟାନେଲ ରେ ଆଲୋଚନା କରାଯାଇଥାଏ | Course: NAVODAYA Entrance Exam Odisha Adarsha Vidyalaya Entrance Exam Odisha BRUTI Exam /BRUTI Pariksha CBSE Tuition Class 1-8 School Education Website: www.dearrameshsir.com WhatsApp: 7077088165 Play Store App: Dear Ramesh Sir