@UC7pPRwAnNVCz-me7e0ZwTiQ - 3.2K subscribers
#MOODIASANSKRUTI #FESTIVAL ନମସ୍କାର MO ODIA SANSKRUTI ପରିବାର ତରଫରୁ ଆପଣ ଓ ଆପଣଙ୍କ ପରିବାରକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ଚାନେଲ ରେ ରଣପୁର ଏବଂ ରଣପୁର ପାଖରେ ଥିବା ସମସ୍ତ ଗାଆଁ ଏବଂ ସହର ମାନଙ୍କର ସାସ୍କୃତିକ କାର୍ୟ୍ଯ ଉପେର ଆଧାରିତ। ରାମାୟଣ, ମହାଭାରତ, ଦଣ୍ଡନାଚ, ବାଦିପାଲା, ଦଶହରା, ରଥଯାତ୍ରା ଇତ୍ୟାଦି ପର୍ବ ଏବଂ ପର୍ବାଣି ଏହି ଚାନେଲ ରେ ପ୍ରସାରିତ କରାଯିବ। ଏହି ସବୁ ଭିଡିଓ କୁ ଦେଖିବା ପାଇଁ ସର୍ବ ପ୍ରଥମେ ତଳେଥିବା ରେଡ୍ କଲର୍ ବଟମ୍ ଉପରେ କ୍ଲିକ୍ କରନ୍ତୁ ଏବଂ ବେଲ୍ ଆଇକନ୍ ଉପେର କ୍ଲିକ୍ କରନ୍ତୁ | Like, Share, Subscribe 👇🏻