Login Register
G
Gudia Tech. banner
Gudia Tech.

Gudia Tech.

@UCEvG3KzBTdxBQWh3SpaxdFw - 11 subscribers

Hello and Welcome ! This channel is created for Education, Entertainment and basically sharing unknown facts/events for the aspirants. Join with me and have fun in surfing your internet at home. Stay Safe. ନମସ୍କାର ଓ ଅଭିନନ୍ଦନ । ଆପଣମାନଙ୍କ ନିକଟରୁ ପ୍ରେରଣା ପାଇ ମୁଁ କରିଛି ଏହି ଛୋଟ ପ୍ରୟାସ ଟିକକ । ଯାହା ଆପଣଙ୍କ ନିମନ୍ତେ ଉଦ୍ଦିଷ୍ଟ। ଆସନ୍ତୁ ଏଇଠାରେ ନିଜ ନିଜର ଅଭିଜ୍ଞତା ପ୍ରକାଶ କରିବା । ଗୋଟେ ସୂଚନା : କୋରୋନା ଭୂତାଣୁ ଜନିତ ମହାମାରୀକୁ ରୋକିବା ପାଇଁ ଲଢେଇ ଜାରି ରହିଛି ନିରାପଦରେ ରହିବାକୁ ହେଲେ ଆମକୁ ସବୁ ଦୃଷ୍ଟିରୁ ସତର୍କ ହେବାକୁ ପଡିବ କୌଣସି କାର୍ଯ୍ୟବଶତଃ ଘରୁ ବାହାରିଲେ ମାସ୍କ ନିଶ୍ଚୟ ବ୍ୟବହାର କରନ୍ତୁ ।ଯଦି ଅସୁସ୍ଥତା ଯୋଗୁଁ ଆପଣ କାର୍ଯ୍ୟରେ ଯୋଗ ଦେବାକୁ ଅସମର୍ଥ, ଆପଣଙ୍କର ପରିଚାଳକ/ /ସୁପରଭାଇଜରଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ବିବରଣୀ ସହିତ ଜଣାନ୍ତୁ । ଅନ୍ୟମାନଙ୍କର ବ୍ୟବହାରିତ ଜିନିଷପତ୍ର ଛୁଅନ୍ତୁ ନାହିଁ ଓ ସବୁସମୟରେ ମାସ୍କ ପରିଧାନ କରନ୍ତୁ ନିଜର ବ୍ୟବହୃତ ମାସ୍କକୁ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ ଗୃହକୁ ପ୍ରବେଶ କରିବା ପରେ ସ୍ନାନ କରନ୍ତୁ ଓ ତା ପୂର୍ବରୁ ପରିବାରର ଲୋକଙ୍କ ସହିତ ମିଶନ୍ତୁ ନାହିଁ । ଜରୁରୀ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ଏହି ଲଢେଇରେ ଆମେ ଆପଣଙ୍କ ସହିତ ଅଛୁ ।