@UCGFwYJTCIRMm7Szn0IwlSMQ - 6.2K subscribers
(ଆସିଗଲ ଆଉ ବଣା ହେଇନତ) ହଉ ଟିକେ ଦେଖ 👇🧐 ନମସ୍କାର୍ ମୋର ମାଉସୀ ପୁଅ ଠୁ କମ୍ ପିଉସୀ ପୁଅ ଠୁ ଅଧିକ ଦରମୂର୍ଖ ବନ୍ଧୁ ମାନେ..... (ଝିଅ ମାନଙ୍କ ପାଇଁ ମୋ ମୁଖ ରେ ନାହିଁ ଭାଷା 🤐 ଦୟା କରି କେହି ରଖିବେନାହିଁ ମୋ ଓପରେ ଆଶା🫠) ୧- ସର୍ବ ପ୍ରଥମେ : ଜୟ ଜଗନ୍ନାଥ & ଜୟ ମା ଭୈରବୀ 🙏 (ଆମ ଗାଁ ଇଷ୍ଟ ଦେବୀ) * ମୋର ପରିଚୟ -👇👇👇 * ମୋର ନାମ :- ଶିବାନନ୍ଦ ସାହୁ (ଆଉ କିଛି ନାମ ମିଳିଲାନାହିଁ)...😁 * ମୋର ବାସ ସ୍ଥାନ :-ତୁମ ଠୁ ଦୁଇ ଚାରି ପାଦ ଦୂରରେ (ଆମ ଘରେ). * ଚ୍ୟାନେଲ ଖୋଲିବା ର ଉଦ୍ଦେଶ୍ୟ :- ସେମିତି କିଛି ଖାସ ନୁହଁ ଏମିତି ଖୋଲି ଦେଇଛି .......🐶 * ସମ୍ପର୍କିତ ଭିଡିଓ :-👇👇👇-:- ଏକୋଇଶିଆ,ଶନିମେଳା ଏବଂ ମାଣବସା ଗୁରୁବାର ଛାଡି ଦେଇ ଆଉ ଯାହା ପର୍ବପର୍ବାଣୀ ରହିଲା ସବୁ ଭିଡିଓ ଆପଣମାନଙ୍କ ସମ୍ମୁଖ ରେ ପ୍ରଦଶିର୍ତ କରାଯିବ.......👀 * ମୁଁ କେମିତି ଗରିବ ହୋଇ ପାରିବି :-👇👇👇-:- ଆପଣଙ୍କୁ କିଛି ଦବା ପାଇଁ ପଡିବନି ଖାଲି ଆମ ଭିଡିଓ କୁ ଲାଇକ୍👍 ଚ୍ୟାନେଲ କୁ ସବସ୍କ୍ରାଇବ ଆଉ ଆପଣଙ୍କର ନିବିଡ଼ ଘନିଷ୍ଠ ବନ୍ଧୁ ତଥା ଅନ୍ୟାନ୍ୟ ଗ୍ରୁପ୍ ରେ ସେଆର୍🚀 କରି ଦେବେ ସେତିକି ସାହାଯ୍ୟ କଲେ ମୁଁ ଦୁଇ ଚାରି ଦିନ ରେ (ଗରିବ) ହୋଇଯିବି.......🤗 * ମୋ ବିଷୟରେ ରେ ଅଧିକ ସୂଚନା ପାଇଁ INSTAGRAM କୁ ଯାଆନ୍ତୁ [ମୋତେ ତ ଇଂରାଜି ଆସେନାହିଁ ଆଉ] 😂 CONT- INSTAGRAM- @sn___new FACEBOOK- Shiba sahu