Login Register
G
Daily Jobs Odia banner
Daily Jobs Odia

Daily Jobs Odia

@UCLZU2X-N4_TrUrrPO8-4eXg - 10.2K subscribers

ଜୟ ଜଗନ୍ନାଥ ଆପଣ ମାନଙ୍କୁ "Daily Jobs Odia" ଚାନେଲ ସ୍ୱାଗତ ଜଣାଉଛି . ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆପଣଙ୍କ ପାଇଁ ଥିବା ବିଭିନ୍ନ ଚାକିରୀ ଗୁଡିକ ବିଷୟରେ ଅବଗତ କରାଇବା ଏହି ଚାନେଲ ର ମୂଳ ଲକ୍ଷ I ଏହି ଚାନେଲ ରେ ଆପଣ ବିଭିନ୍ନ ସରକାରୀ ତଥା ବେସରକାରୀ ଚାକିରୀ ଗୁଡିକ ର ସୂଚନା ପାଇବେ I ପ୍ରତ୍ୟେକ ଦିନ ଆପଣଙ୍କୁ ଗୋଟିଏ ନୂଆ ଚାକିରୀ ର ସୂଚନା ଦିଆଯିବ I ଯଦି ଆପଣ ଦଶମ, ଦ୍ୱାଦଶ କିମ୍ବା ଡ଼ିଗ୍ରୀ କରିଛନ୍ତି ବା ପଢୁଛନ୍ତି ତାହେଲେ ନୂଆ ନୂଆ ଚାକିରୀ ବିଷୟରେ ଜାଣିବା ପାଇଁ ଏହି ଚାନେଲ କୁ SUBSCRIBE କରନ୍ତୁ I