Login Register
G
DHARMENDRA SIR OFFICIAL 2.0 banner
DHARMENDRA SIR OFFICIAL 2.0

DHARMENDRA SIR OFFICIAL 2.0

@UCMIQuvusk1PLB_VXbY5vQFQ - 9K subscribers

➡️ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ ମୋର ୟୁଟ୍ୟୁବ ଚ୍ୟାନେଲକୁ ସ୍ଵାଗତ ଜଣାଉଛି । ଓଡ଼ିଶାର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଚ୍ୟାନେଲ ମାଧ୍ୟମରେ ପ୍ରତିଦିନ ସାଧାରଣ ଜ୍ଞାନ GK, QUIZ, COMPITITIVE EXAM ପାଇଁ SELECTION QUESTION UPLOAD କରାଯାଉଛି । NAVODAYA,ADARSH,BRUTI,PMST,NRTS,10TH, 12TH,+3 ସବୁ CLASS ଆମ ଚ୍ୟାନେଲ ମାଧ୍ୟମରେ ହେଉଅଛି । ➡️ ODISHA STATE SCHOLARSHIP ର UPDATE ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ । ➡️ ସବୁ EXAM ର ANSWER KEY ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ । ➡️ ମୋର ଲକ୍ଷ୍ୟ ଓଡ଼ିଶାର ସମସ୍ତ ଭାଇଭଉଣୀ ମାନେ ବହୁତ ଆଗକୁ ଯାଆନ୍ତୁ ଏବଂ ନିଜ LIFEରେ SUCCESS ପାଆନ୍ତୁ କାରଣ ସମସ୍ତ ଛାତ୍ରଛାତ୍ରୀଙ୍କ ଭିତରେ ଅଛି ଅସୀମ ପ୍ରତିଭା ତାଙ୍କୁ ଟିକିଏ ପ୍ରେରଣା ଦରକାର । ➡️ଆମ CHANNEL ମାଧ୍ୟମରେ କେଉଁ ପ୍ରକାର VIDEO UPLOAD କରାଯିବ COMMENT BOX ରେ ନିଜର ମତାମତ ଦିଅନ୍ତୁ । ➡️ଓଡ଼ିଶା ମାଟି ହେଉଛି ମୋର ମା ➡️ପୁରୀ ହେଉଛି ମୋ ଜିଲ୍ଲା ➡️ବ୍ରହ୍ମଗିରି ହେଉଛି ମୋର ଘର 🙏🙏ଜୟ ଜଗନ୍ନାଥ🙏🙏ଜୟ ଅଲାରନାଥ🙏🙏 ବନ୍ଦେ ଉତ୍କଳ ଜନନୀ ଅଧିକ ଜାଣିବା ମତେ INSTAGRAM ରେ FOLLOW କରନ୍ତୁ ➡️ମୋର INSTAGRAM ID ହେଉଛି 👇👇👇👇👇👇👇 ➡️mr__dharmendra__official ଉପରେ Instagram Link 🔗 ଦିଆଯାଇଛି LINK CLICK କରିକି ମତେ FOLLOW କରନ୍ତୁ ଧନ୍ୟବାଦ