Login Register
G
Ama katha Ama smruti banner
Ama katha Ama smruti

Ama katha Ama smruti

@UCOdPwZVOX73VblAYzObg1nA - 4.7K subscribers

Hyyy Friends My channel is all about indelible Memories of village. You can feel nostalgia. The precious affection of grandparents can be found here. ଆମ କଥା ଆମ ସ୍ମୃତି ଭିଡ଼ିଓ ମାଧ୍ଯମରେ ଆପଣମାନେ ହଜିଲା ଦିନର ଅଭୁଲା ସ୍ମୃତିକୁ ଅନୁଭବ କରିବା ସହିତ ନୀତିଶିକ୍ଷା, ଶିକ୍ଷା, ବିଶିଷ୍ଟ ବ୍ୟକ୍ତିତ୍ବ , ଲୋକକଳା ଏବଂ ଆଖପାଖରେ ଘଟୁଥିବା ଘଟଣା ସମ୍ବନ୍ଧୀୟ ସବୁ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ। ପ୍ରତ୍ୟେକ ଲୋକର ଭାବନାକୁ ନେଇ ଆମର ଏଇ ଛୋଟିଆ ପ୍ରୟାସ। ଆମ ଚ୍ୟାନେଲରେ କୌଣସି ହିଂସାତ୍ମକ , କାହାକୁ ନୀଚ କି କୌଣସି ରାଜନୈତିକ ଚାନେଲ ନୁହେଁ । ଏହା ଏକ ଓଡ଼ିଆ ଅସ୍ମିତାକୁ ଆଗକୁ ନେବାକୁ ଆଉ ଏକ ନିଆରା ପ୍ରୟାସ। ଯଦି ଆପଣ ମାନଙ୍କୁ ଆମ ଭିଡିଓ ଭଲ ଲାଗୁଛି ତେବେ ଆମ ଚ୍ୟାନେଲକୁ like, share ଆଉ subscribe କରିବାକୁ ଜମା ବି ଭୁଲିବେ ନାହିଁ। 🙏ଆମେ ଆପଣଙ୍କ ସେବାରେ.....🙏🙏🙏