Login Register
G
Liza Papu Vlogs banner
Liza Papu Vlogs

Liza Papu Vlogs

@UCPi-69CayM-npNJfteD0nyw - 17.2K subscribers

⭕❗⭕ ଜୟ ଜଗନ୍ନାଥ ⭕❗⭕ ଆମେ ଦୁଇ ଜଣ ବାଲେଶ୍ୱର ଜିଲ୍ଲାର (ଲିଜା ☺️ and ପପୁ 😊) ଓଡ଼ିଶାର ଅଗଣିତ ଦର୍ଶକ ବନ୍ଧୁ ମାନଙ୍କୁ ଆମର ହୃଦୟରୁ ପ୍ରଣାମ। ଆଶା କରୁଛି ଆପଣମାନେ ବହୁତ୍ ଭଲରେ ଥିବେ। ଆପଣ ମାନଙ୍କ ଭଲ ପାଇବା ପାଇ ଆମେ ବହୁତ୍ ଖୁସି। ପ୍ରଭୁ ଜଗ୍ନାଥଙ୍କ ପାଖରେ ମର ଏତିକି ମାଗୁଣି ଆପଣ ମାନେ ସବୁବେଳେ ଖୁସିରେ ରୁହନ୍ତୁ ଏବଂ ଆମ Liza Papu Vlogs କୁ ଏମିତି ଭଲ ପାଇବା ଦେଉଥାଆନ୍ତୁ।