Login Register
G
ODISHA RA CULTURE banner
ODISHA RA CULTURE

ODISHA RA CULTURE

@UCTfL8r2p-WeVO48mYrDfd_g - 7.4K subscribers

ଆମ Odiaha ra culture Youtube Channel ରେ ଆପଣ ମାନଙ୍କୁ ସ୍ଵାଗତ 🙏🙏🙏 ଏହି ଚ୍ୟାନେଲ ରେ ଆପଣମାନେ ଆମ ଓଡିଶାର ତଥା ସଂସୃତି ଓ ପରମ୍ପରା ଜନିତ ଲୋକନୃତ୍ୟ ଦେଖିବାକୁ ପାଇବେ ଯାହାକି ! ଦଣ୍ଡନାଚ,ରାମାୟଣ, ମହାଭାରତ, ଭାରତ ଲୀଳା, ପ୍ରହଲ୍ଲାଦ ନାଟକ,ବାଦିପାଲା, ରଥଯାତ୍ରା, ଠାକୁରାଣୀ ୟାତ୍ରା ଇତ୍ୟାଦି..........ଏଣୁ ଦୟାକରି ଆମ Youtube ଚାନେଲ କୁ Subscribe କରନ୍ତୁ ଏବଂ ପାଖରେ ଥିବା Bell 🛎 ଟିକୁ ଦବେଇ ଦିଅନ୍ତୁ..........ଧନ୍ୟବାଦ l Sponsorship & Business Enquiry :- 👉 [email protected]