Login Register
G
Dk Bhai Official  banner
Dk Bhai Official

Dk Bhai Official

@UCU5aupHELDI821l4XP0kzIQ - 31.1K subscribers

ଜୟ ଜଗନ୍ନାଥ ସାଙ୍ଗମାନେ 🙏 ଆପଣମାନେ ଯେମିତିକି ଜାଣିଛନ୍ତି,ମୁଁ ଗୋଟେ ଛୋଟ ମକା ଦୋକାନି ଟିଏ🙏.ଗୋଟେ ରାସ୍ତାକଡ଼ ଦୋକାନୀ କେମିତି ଜୀବନ ସହ ସଂଗ୍ରଷ କରି 🥲 ଆଗକୁ ଆଗେଇବାକୁ ଚେଷ୍ଟା କରୁଛି ❤️.ତାହା ଏଇ Channel ମାଧ୍ୟମରେ ଦେଖିବାକୁ ପାଇବେ 🙏. ତେଣୁ ଆପଣମାନଙ୍କ ଭଲ ପାଇବା ଆଉ ସପୋର୍ଟ ଆବଶକ୍ୟ 🙏.ଏ ଭାଇର ହୁଦ୍ରୟକୁ ଯିଏ ବି ବୁଝିପାରୁଥିବେ Susbribe ଟେ ନିହାତି କରିଦେବେ 🙏. ଯେବେ ସମୟ ମିଳିବ ଏ ଭାଇର ଦୋକାନକୁ ନିହାତି ଆସିବେ,ମୋର ଅନୁରୋଧ ରହିଲା 🙏 ଜୟ ଜଗନ୍ନାଥ 🙏