Login Register
G
NM EDUCATION banner
NM EDUCATION

NM EDUCATION

@UCXlVI8acfuzmJyovOZNDABA - 200K subscribers

ମୁଁ ନିରଞ୍ଜନ ମହାପାତ୍ର ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ "NM EDUCATION" YouTube Channel କୁ ସ୍ବାଗତ ଜଣାଉଛି ।ସଂସ୍କୃତ ପାଠପଢ଼ାକୁ ସହଜ କରିବା ନିମନ୍ତେ ଏହାମୋର ଏକ ଛୋଟ ପ୍ରୟାସ । ଏମିତି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେକି ପାଠ ପଢିବାର ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ସମସ୍ୟା ଯୋଗୁଁ ପାଠ ପଢିପାରୁନାହାନ୍ତି ଟ୍ଯୁସନ୍ ଫି ଦେଇପାରୁ ନାହାନ୍ତି । ତାହାକୁ ଦୃଷ୍ଟିରେ ରଖି ମୁଁ ଅଷ୍ଟମ, ନବମ, ଦଶମ ଓ +2 ଶ୍ରେଣୀ ସଂସ୍କୃତ ବିଷୟର ପାଠ ଗୁଡ଼ିକ ଏହି ଚ୍ୟାନେଲ୍ ରେ ଅପ୍ଲୋଡ କରୁଛି ଯାଦ୍ବାରା ସେମାନେ ବିନା ମୂଲ୍ଯରେ ସମ୍ପୂର୍ଣ୍ଣ ମାଗଣାରେ ଏହି ଚ୍ୟାନେଲରେ ପାଠ ପଢିପାରିବେ ।ଏହା ବ୍ୟତୀତ ଅଷ୍ଟମ,ନବମ ଓ ଦଶମ ଶ୍ରେଣୀର ଓଡିଆ ଏବଂ ହିନ୍ଦୀ ବିଷୟର ଭିଡିଓ ମଧ୍ୟ ଏହି ଚ୍ୟାନେଲରେ ଆପଣମାନେ ପାଇପାରିବେ । ଆଶା ପାଠ ଗୁଡ଼ିକ ନିଶ୍ଚିତ ସମସ୍ତଙ୍କ ପସନ୍ଦ ଆସିବ । ଧନ୍ୟବାଦ । LIKE , SHARE & SUBSCRIBE 👍👍👍👍👍👍👍👍👍👍👍 The channel to get new video My Telegram Channel - t.me/nmeducation t.me/nmeducation