Login Register
G
Edu Odisha banner
Edu Odisha

Edu Odisha

@UCcCeo-UPgflydC2Zpj7hOrA - 127K subscribers

ଜୟ ଜଗନ୍ନାଥ ଆପଣ ମାନଙ୍କୁ ସ୍ଵାଗତ କରୁଛି Edu Odisha YouTube ଚାନେଲ୍ କୁ। ଆପଣ ମାନେ ଏଠାରେ Scholarship Update , Educational Update , ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର Update ଓ ଅନେକ ପ୍ରକାର ସୁବିଧା ପାଇ ପାରିବେ ଏବଂ ଓଡ଼ିଶା ସରକାର ଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ପ୍ରକାର ସୁବିଧା ସମ୍ପର୍କ ରେ ଜାଣି ବାକୁ ପାଇପାରିବେ ତେଣୁ ଆପଣ ମାନଙ୍କୁ ମୋର ଅନୁରୋଧ ଆପଣ ମାନେ ଆମ ଚାନେଲ୍ ଟିକୁ SUBSCRIBE କରି ରଖନ୍ତୁ ଯାହା ଦ୍ଵାରା ଆପଣ ମାନେ ସମସ୍ତ ତଥ୍ୟର Notification ପାଇପାରିବେ।