Login Register
G
MAA TOR KARUNA banner
MAA TOR KARUNA

MAA TOR KARUNA

@UChiql-d55fFUXec6np4XwUQ - 24.4K subscribers

ସବ୍ କୁ ମୋର୍ ଜୁହାର 🙏 ॐଜୟେ ମାଁ ମେଟାକାନୀ🙏 ॐଜୟେ ମାଁ ସମଲେଇ🙏 ॐଜୟେ ମାଁ ଦୂର୍ଗା🙏 ମୁଇଁ, ଚନ୍ଦନ କୁମାର୍ ସ୍ଵାଗତ କରୁଛେଁ ମୋର୍ ଚେନାଲ୍ MAA TOR KARUNA (ମାଁ ତୋର୍ କରୁଣା) କେ। ମୋର୍ ଚେନାଲ୍ ନେ ସବୁ ପ୍ରକାର ଯାତ୍ରା ପରବ ମେଳା ତାର୍ ସାଙ୍ଗେ ସେନ ହଉ ଥିବାର୍ କାର୍ଯ୍ୟକରମ୍ ର ଭିଡ଼ିଓ ମାନେ ଯେନ୍ତା କି - ବୈଠକ କୀର୍ତ୍ତନ, ପାଲା,କୃଷ୍ଣଗୁରୁ,ପରାୟଣ,ଛନ୍ ଚାର୍,ଭାଗବତ,ଦଣ୍ଡ, ନାଟକ ,ଅର୍କେଷ୍ଟ୍ରା ,ନାମ ଯଜ୍ଞ, ନାମ ସଂଙ୍କୀର୍ତ୍ତନ୍ୟ ଆଉ ବି ଆମର୍ ସଂସ୍କୃତି, ଆମର୍ ପରମ୍ପରା, ସମ୍ବଲପୁରୀ ବଜା ,ନାଚ୍ ଗୀତ୍ ଦେଖ୍ ବାର୍ କେ ପାଏବେ । ତାର୍ ସାଙ୍ଗେ ସାଙ୍ଗେ କଳାକାର ମାନଙ୍କର ସାକ୍ଷାତକାର୍ ବି ଦେଖି ପାର୍ବେ । ଯଦି ଇତାର୍ ସାଙ୍ଗେ ଆଉ ବି କିଛି ଅଲ୍ ଗା ଭିଡ଼ିଓ ଦେଖ୍ ବାର୍ କେ ଚାହୁଁଥିଲେ ମୋର୍ ଆଶା ଯେ, କମେଣ୍ଟ ନାଇଁ ହେଲେ ମେସେଜ୍ ମାଧ୍ୟମ୍ ଥି ମୋର୍ ନିକେ ପଠାବେ । ଆଉ ମୋର୍ ସାଙ୍ଗେ ଯୁଡ଼ି ହେଇ ରହେବାର୍ ଲାଗି ଚାହୁଁଥିଲେ ତଳେ👇 ଲିଙ୍କ୍ 🔗 ଅଛେ ସେ ମାଧ୍ୟମ ନେବି ଯୁଡିହେଇ ରହିପାର୍ବେ । ଯଦି ମୋର୍ ଚେନାଲ୍ ର ନୂଆଁ ନୂଆଁ ଭିଡ଼ିଓ ମାନେ ଦେଖ୍ ବାର୍ କେ ଚାହୁଁଥିଲେ ଚେନାଲ୍ କେ SUBSCRIBE କରିଦେବେ ଆଉ ପାଖେ ଥିବାର୍ ଘଣ୍ଟି 🔔 କେ ବଜେଇ ଦେବ । ଆଶା କରୁଛେଁ ସଭେ ମୋର୍ ଚେନାଲ୍ କେ ସପୋର୍ଟ କର୍ବେ । ଧନ୍ୟବାଦ୍ 🙏🙏🙏🙏🙏🙏🙏🙏🙏🙏🙏🙏🙏