Login Register
G
Mitrabhanu Bariha BALANGIR banner
Mitrabhanu Bariha BALANGIR

Mitrabhanu Bariha BALANGIR

@UClQvnRdnpMOtPgXXZPlnBcw - 14.5K subscribers

Multi Entertainment Channel 👇👇 💐💐💐💐 Welcome To All 💐💐💐💐💐 🙏ନମସ୍କାର୍ ଦର୍ଶକ୍ ବନ୍ଧୁ ମୁଁଇ Dj Mitrabhanu Bariha ସ୍ଵାଗତ୍ ଜଣଉଛେଁ ଆମର୍ ଇ ଛୋଟିଆ Sambalpuri Entertainment Channel କୁ ଆସୁନ୍ ଦେଖ୍ ମା କେନ୍ତା କେନ୍ତା ଭିଡିଓ Upload କରା ହେଉଛେ 👇👇👇 👉ଆମର୍ ଅଞ୍ଚଲ୍ ରେ ହେଉଥିବା ସମ୍ବଲ୍ ପୁରୀ ନାଚ, ଗୀତ, ସଙ୍ଗୀତ,Orchestra ସ୍ଟେଜ୍ ପ୍ରୋଗ୍ରାମ୍ ଲାଇଭ୍,ନାଟକ,ସଙ୍କୀର୍ତ୍ତନ, ଲେଡିସ୍ କୀର୍ତ୍ତନ, ଓଡ଼ିଆ ଅପେରା, ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର LIVE ଭିଡ଼ିଓ ମାନେ ଦେଖ ବାର୍ କେ ମିଲ୍ ବା.. !! ଦେଖୁନ୍ ଆରୁ ମଜାନେଉନ୍.. SUBSCRIBE & Support Pls..🙏 ଆମର୍ YouTube ଚ୍ୟାନେଲ କେ SUBSCRIBE କରି ନେଇଥାଉଁନ୍, ଆରୁ 🔔Bell Button କେ Press କରି All କରି ରଖିଥାଉଁନ୍, ଯଦି ନୂଆଁ ଭିଡ଼ିଓ ଅପଲୋଡ୍ ହେଲେ ଆପନ୍ ମାନ୍ କର୍ ପାଖ୍ କେ, Notification ପହେଲା ପୁହୁଁଚିବା.. ଧନ୍ୟବାଦ୍.. ଜୟ ହିନ୍ଦ୍.. ଜୟ କଳା Jai HIND 🇮🇳 🙏 Channel Search Keys 👇👇 ---------------------------------------- 👉 dj mitrabhanu bariha 👉 Dj Mitrabhanu Bariha 👉 Mitrabhanu Bariha BALANGIR Email Us - [email protected]