Login Register
G
Jadibuti Gyan banner
Jadibuti Gyan

Jadibuti Gyan

@UCnb7w5pCiyd1ZskXk0VMnRA - 60K subscribers

ନମସ୍କାର ଦର୍ଶକ ବନ୍ଧୁ ମୋର ଚାନେଲ ରେ ଆପଣଙ୍କୁ ସ୍ବାଗତ Welcome to my YouTube channel Jadibuti Gyan. ଏହି ଚାନେଲ ରେ ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ବିଷୟରେ ଜାଣିବାକୁ ମିଳିବ। ଆୟୁର୍ବେଦ ଚିକିତ୍ସା ପଦ୍ଧତି ଭାରତୀୟ ଋଷି ମହର୍ଷୀ ଦ୍ବାରା ଲିଖିତ ପୃଥିବୀର ପ୍ରଥମ ଚିକିତ୍ସା ପଦ୍ଧତି ଅଟେ। ଏହାକୁ Mother of all Healing କୁହାଯାଏ। World Health Organization report ଅନୁସାରେ ଦୁନିଆରେ ୮୦ ପ୍ରତିଶତ ଲୋକମାନେ ବୃକ୍ଷ ଲତା କୁ ଔଷଧୀୟ ରୁପେ ବ୍ୟବହାର କରୁଛନ୍ତି। କାରଣ ଏହା ଆଧୁନିକ ଔଷଧ ତୁଳନାରେ ଶସ୍ତା ପଡେ। ଘରୋଇ ଚିକିତ୍ସା ର ବିଷୟ ବସ୍ତୁ ପୁରାତନ ପୁସ୍ତକ ଏବଂ ଇଣ୍ଟରନେଟ ରୁ ନିଆଯାଇଛି। ଆୟୁର୍ବେଦ ଔଷଧ ର ପ୍ରଚାର ପ୍ରସାର ଏବଂ ରୋଷେଇ ଘର ଓ ସାଧାରଣ ଚେରମୁଳି ଜଡ଼ିବୁଟି ଦ୍ଵାରା କମ୍ ଖର୍ଚ୍ଚ କରି ସ୍ବାସ୍ଥ୍ୟ ଲାଭ କରିବା, ଚାନେଲ ର ଉଦେଶ୍ୟ ଅଟେ। ଧନ୍ୟବାଦ Please like share and subscribe to my channel for more interesting updates. Jadibuti Gyan. youtube.com/channel/UCnb7w5pCiyd1ZskXk0VMnRA ଘରବଇଦ Blog ରେ ସ୍ବାସ୍ଥ୍ୟ ବିଷୟରେ ଅଧିକ ଜାଣନ୍ତୁ। banaousadhi.blogspot.com/?m=1 Contact Number [email protected] Thanks for watching