Login Register
G
MAA BISESWAR DANDAKALI PRESENTS banner
MAA BISESWAR DANDAKALI PRESENTS

MAA BISESWAR DANDAKALI PRESENTS

@UCs1DsbDftSEjpWk2HXgsxaQ - 121K subscribers

ଏହା ଗୋଟେ ଭକ୍ତିମୟ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍, ଯେଉଁଠି ଆପଣମାନେ ପାଇବେ ଆମ ମାଟିର ସଜିବ ପରମ୍ପରା ଓ ସଂସ୍କୃତି। 📌 ଏହି ଚ୍ୟାନେଲ୍‌ରେ ଉପଲବ୍ଧ — • ବୀଣାକାର ଗୀତ • କୋଠୀଶାଳ ଗୀତ • ସନ୍ଧ୍ୟା ଆଳତି • ଗାହାଣୀ ଗଣ୍ଠି • ଢୋଲ ମହୁରୀ ଗୀତ • ଦଣ୍ଡ ନାଚ ସମ୍ବନ୍ଧୀୟ ଭିଡିଓ • ବିଭିନ୍ନ ଯାତ୍ରା, ମେଳା, ମେଢ଼ ଓ ରୋଶୋଣି ର ସଜିବ ଦୃଶ୍ୟ ଆମ ଉଦ୍ଦେଶ୍ୟ — ଓଡ଼ିଆ ଧାର୍ମିକ ପରମ୍ପରାକୁ ସଂରକ୍ଷଣ କରି ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା। 100K+ ପରିବାରଙ୍କ ଆଶୀର୍ବାଦ ପାଇଁ ହୃଦୟରୁ ଧନ୍ୟବାଦ 🙏 ଭକ୍ତିକୁ ସମ୍ମାନ କରନ୍ତୁ, ପରମ୍ପରାକୁ ବଞ୍ଚାନ୍ତୁ 🔱 FOR ANY QUERIES- Contact No - 7848966107 Mail id- [email protected] BERHAMPUR, GANJAM, ODISHA