Login Register
G
Village Visitors banner
Village Visitors

Village Visitors

@UCsJGVdwALWE10goaB4wDiQA - 22.3K subscribers

"ଜୟ ଜଗନ୍ନାଥ" !⭕❗⭕ ଆପଣ ସମସ୍ତଙ୍କୁ ଆମ youtube channel କୁ ବହୁତ ବହୁତ ସ୍ବାଗତ | ହଁ ଦର୍ଶକ ବନ୍ଧୁ ଆମର ଛୋଟିଆ ଏକ ପ୍ରୟାସ ଏହି channel ମାଧ୍ୟମରେ ଓଡିଶା ର ସମସ୍ତ ଛୋଟ ବଡ଼ ଅଞ୍ଚଳ ମାନଙ୍କୁ Visit କରି ତାହାର କଳା ,ସଂକୃତି ,ଚାଲିଚଳଣୀ ,ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରମ୍ପରା କୁ ଲୋକ ଲୋଚନ ଆଣିବା | ଏବଂ ଆମ ଓଡ଼ିଶା ର ସୌନ୍ଦର୍ଯ୍ୟ ଓ ସଂସ୍କୃତି ବି ସବୁଠୁ ନିଆରା ଓ ଅନନ୍ୟ ସେଥି ପାଇଁ ତ ଆମେ ଗର୍ବ ରେ କହୁ " ଆମେ ଓଡ଼ିଆ ଭାରି ବଢ଼ୀୟା " ତେଣୁ ଆମ ସହିତ ଯୋଡି ହେବା ପାଇଁ ଆମ Channel କୁ ନିହାତି Subscribe କରନ୍ତୁ | also we will see village lifestyle, village farming, village culture, village festival, puja & Cerimony with some other parts of Odisha and Bhart vlogs. Thanks to all for Being a part of Village visitor's For Business Enquiry: 👇👇 E-mail: [email protected] 📞📱what's app no - 7978680918