Login Register
G
Sri Paramarthi banner
Sri Paramarthi

Sri Paramarthi

@UCwDMwPcSjz45g46ENVD8HRA - 100K subscribers

ହରେ କୃଷ୍ଣ ହରେ କୃଷ୍ଣ ,କୃଷ୍ଣ କୃଷ୍ଣ ହରେ ହରେ | ହରେ ରାମ ହରେ ରାମ ,ରାମ ରାମ ହରେ ହରେ || ଏହା ଏକ ପାରମାର୍ଥିକ ରୁପାନୁଗ ବିଚାରଧାରା ଆଧାରିତ ଚ୍ୟାନେଲ, ଏଥିରେ ଜୀବମାନଙ୍କର ପାରମାର୍ଥିକ ମଙ୍ଗଳ ସାଧନା ହେବ ନିମନ୍ତେ କଥା ପାଇପାରିବେ | *ଗୌଡ଼ୀୟ ବିଚାର ଧାରା *ଭାଗବତ ଧର୍ମ *ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ କଥା | *ରୁପାନୁଗ ଗୌଡ଼ୀୟ ପରମ୍ପରା ଆଚାର୍ଯ୍ୟ ବୃନ୍ଦଙ୍କ କଥା ଏବଂ ତଦ ଆନୁଗତ ମାନଙ୍କ ଦ୍ୱାରା କଥିତ କଥା | ଏହି କଥା ଦ୍ୱାରା ସ୍ରୋତା ମାନେ ବୁଝିପାରିବେ:- *ସୁଦ୍ଧଭକ୍ତି କ'ଣ? *ଚଇତନ୍ୟ ମହାପ୍ରଭୁଙ୍କ ଦୟା *ଭାରତୀୟ ସଂସ୍କୃତିର ମହାନତା *ଗୌଡ଼ୀୟ ବୈଷ୍ଣବ ପରମ୍ପରାର ମହତ୍ୱ ଇତ୍ୟାଦି ଆମ ଚ୍ୟନେଲକୁ Subscribe କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ | ଅଧିକ ସୂଚନା ପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ:- ଜୟଶ୍ରୀ ଦାମୋଦର ଗୌଡ଼ୀୟ ମଠ ଚକ୍ରତୀର୍ଥ ରୋଡ, ପୁରୀ