Login Register
G
BHOI CREATIONS banner
BHOI CREATIONS

BHOI CREATIONS

@UCx-wOr2s6UIXTCfXIyHR3FQ - 46.5K subscribers

ଆଗ୍ୟାଁ ଜୁହାର୍, ଓଡ଼ିଶା ଭିତର୍ ର ଓ ବାହାର୍ ର କଳା ସଂସ୍କ୍ରୁତି କେ ଆପଣ୍ ମାନକର୍ ପାଶକେ ପହଁଚାବାର୍ ଲାଗି ମୋର୍ ଇ ଚ୍ୟାନେଲ୍ ଖୁଲବାର୍ କାରନ୍ l ମୋର୍ ଇ ଚ୍ୟାନେଲ୍ କେ ଜହ ରୁ ଜହ SUBSCRIBE କଲେ ମଇଁ ଅଧିକ୍ ତହଁକ୍ ପାଇ କରି ଆହୁରି ମନୋରଞ୍ଜନ୍ ଧର୍ମୀ ନାଚ୍ ଗୀତ୍ ଆପଣ୍ ମାନକର୍ ନିକେ ଆନି ପାରତି I ଇ ଚ୍ୟାନେଲ୍ ର ଭିଡିଓ ଗୁଡାକ ଯଦି ଭଲ୍ ଲାଗୁଥିବା ନିଶ୍ଚେ LIKE COMMENT SHARE କରବାର୍ କେ ନାଇଁ ଭୁଲବେ I ମତେ ଫେସବୁକ୍ ରେ ଭି ଖୁଜି ପାରବେ ତଲର୍ ମୋର୍ ଲିଙ୍କ ରେ- www.facebook.com/profile.php?id=100006396344913