Login Register
G
Manoj Pradhan banner
Manoj Pradhan

Manoj Pradhan

@UCyFXLv2iXbgm2A8nchfM4HA - 137K subscribers

“ଶଙ୍ଖାଳି ଖାଇଲେ ସରିବ ତୋ ଗୁଣ ଗାନ ନ ସରିବ” କରୁଣା ବରୁଣାଳୟ କୃପାସିନ୍ଧୁ କାଳିଆ ସାଆନ୍ତ ଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ଦଣ୍ଡବତ ଜଣେଇ ଆପଣଙ୍କ ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବା କୁ ସମ୍ବଳ କରି ଘରେ ଘରେ ଜଗନ୍ନାଥ ଙ୍କ ମହିମା ପ୍ରଚାର ଉଦ୍ଦେଶ୍ୟ ନେଇ ମହାପ୍ରଭୁ ଙ୍କ କଥା ସେବକ ଭାବେ ମୋର ଏକ ଛୋଟିଆ ପ୍ରୟାସ କୁ ଆପଣ ମାନେ ସମ୍ମତି ଦେବେ। ”ଜୟ ଜଗନ୍ନାଥ” ଭଜନ ସମାରୋହ ଏବଂ ପ୍ରବଚନ କାର୍ଯ୍ୟକ୍ରମ ପାଇଁ ଯୋଗାଯୋଗ କରିବାକୁ ଚାହୁଁଥିଲେ ନିମ୍ନ ଲିଖିତ ନମ୍ବର ରେ ଯୋଗାଯୋଗ କରିବେ : ୭୦୦୮୧୭୫୪୮୨