Hello friends
I am Sanjaya sahu. I have done my master degree in economics. I love to provide good information to public. so i upload informative videos in this channel.
I need your love and support so that we can reach to maximum people of odisha and help them as much as we can do.
ମୁଁ ସଂଜୟ ସାହୁ। ମୁଁ ମୋର ମାଷ୍ଟର ଡିଗ୍ରୀ ଅର୍ଥଶାସ୍ତ୍ର ରେ କରିଛି l ମୋତେ ଲୋକଙ୍କୁ କିଛି ନୂଆ କଥା ଶିଖିବା ପାଇଁ ଭଲ ଲାଗେ l ଆମ ପାଖ ଅଖାରେ ଏମିତି ବହୁତ୍ ଜିନିଷ ଅଛି ଯାହା ଆମେ ଜାଣି ପାରୁନି ଯେମିତି କି କିଛି ସରକାରୀ ସୁବିଧା, କିଛି ଜିନିଷ ବିଷୟରେ ସାଧାରଣ ଜ୍ଞାନ, କିଛି ସରକାରୀ ନିୟମ ଯାହା ସମସ୍ତେ ଜାଣିବା ଜରୁରୀ l ମୁଁ ଲୋକଙ୍କ ପାଖକୁ ଏମିତି କିଛି ଜାଣିବା କଥା ଏଇ ଚ୍ୟାନେଲ ମାଧ୍ୟମରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛି l
ଆପଣ ମାନଙ୍କ ଭଲପାଇବା ଏବଂ ସହଯୋଗ ମୋ ସହିତ ରହିଲେ ଆଗକୁ ଆମେ ଓଡ଼ିଆ ଲୋକ ସବୁ ପ୍ରକାର information ପହଞ୍ଚାଇ ପାରିବା .
I am from odisha
I am an indian
My channel name is Sanjaya sahu
#ଓଡ଼ିଆinformation #sanjayasahu #odiainformation #odia information #odia support #odia news #daily news
#daily information #dailyinformation